ପ୍ରେମ ର ବନ୍ୟା ଜଳରେ ଭାସି ଉଜୁଡି ଗଲା ଘର ସଂସାର ଟଙ୍କା ସବୁ କିଛି ଘର ମାଲିକଙ୍କ ଯୁଲମ ହାତ ବାନ୍ଧି ସବୁ ବସନ୍ତି ଅର୍ଥନୀତି ଗଲା ଭୁଷୁଡି ଏଇତ ଜୀବନ କିଛି ମାନ କିଛି ଅଭିମାନ କିଛି ଇତି କିଛି ସ୍ମୃତି ତୁମେ ଗଲା ପରେ.... ତୁମେ ଗଲା ପରେ

Oriya ଗଲା ମୋର ସବୁ କିଛି Poems